ଆର୍ଥ ଆୱାର: ଭୁବନେଶ୍ୱର କମିସନରେଟ ପୁଲିସ କାର୍ଯ୍ୟାଳୟ ଘଣ୍ଟାଏ ଅନ୍ଧାର

ଭୁବନେଶ୍ୱର: ଶକ୍ତି ସଞ୍ଚୟ ସହ ପରିବେଶ ସଚେତନତା ଉଦ୍ଦେଶ୍ୟରେ ବିଶ୍ୱବ୍ୟାପୀ ଶନିବାର ଆର୍ଥ ଆୱାର ପାଳିତ ହୋଇଛି। ଭାରତ ସମେତ ବିଭିନ୍ନ ଦେଶ ନିଜ ନିଜ ସମୟ ରାତି ସାଢ଼େ ୮ଟାରୁ ରାତି ସାଢ଼େ ୯ଟା ପର୍ଯ୍ୟନ୍ତ ଘଣ୍ଟାଏ ଅଦରକାରୀ ଲାଇଟ୍‌ ବନ୍ଦ ରଖି ପୃଥିବୀ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ଭୁବନେଶ୍ୱରରେ ମଧ୍ୟ ଆର୍ଥ ଆୱାର ପାଳନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ଵାନ ଭୁବନେଶ୍ୱର କମିସନରେଟ ପୁଲିସ … Continue reading ଆର୍ଥ ଆୱାର: ଭୁବନେଶ୍ୱର କମିସନରେଟ ପୁଲିସ କାର୍ଯ୍ୟାଳୟ ଘଣ୍ଟାଏ ଅନ୍ଧାର